Browsing Category

ରାଜ୍ୟ

କେନ୍ଦୁଝର ଜିଲ୍ଲାରେ ୧୬୫ ଡାକ୍ତର ପଦବି ଖାଲି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି । ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳର ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବାଧ୍ୟ ହୋଇ ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ର୍ନିଭର କରି ଅକାଳରେ ପ୍ରାଣ…
Read More...

ଡିଏଲ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡ଼ି ଚାଳନା ଶିକ୍ଷଣ ଓ ଗାଡ଼ି ଚାଳନା ଅନୁମତି ପରୀକ୍ଷାକୁ ବାତିଲ୍ କରାଯାଇଥିଲା । ଯେଉଁମାନେ ଏଥିପାଇଁ ଆଗୁଆ ଦେୟ ପୈଠ କରିଥିଲେ ଏବଂ ସେମାନଙ୍କ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି(ଏଲ୍ଏଲ୍)…
Read More...

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର: କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ୱୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆର…
Read More...

ଅଲିମ୍ପିକରେ ପଦକ ବିଜେତାଙ୍କ ପାଇଁ ୬ କୋଟି, ୪ କୋଟି ଓ ୨.୫ କୋଟିର ପୁରସ୍କାର ଘୋଷଣା

ଭୁବନେଶ୍ୱର : ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି…
Read More...

୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୩୧ ତାରିଖ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲ୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧ ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ । କିନ୍ତୁ…
Read More...

କର୍ମଚାରୀଙ୍କ କାର୍ଯ୍ୟ ସମୟ ବଦଳାଇଲେ ରେଳ ମନ୍ତ୍ରୀ

ନୂଆଦିଲ୍ଳୀ: ନବ ନିଯୁକ୍ତ କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନିଜ ଅଫିସରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କାମ କରିବାର ସମୟକୁ ବଦଳାଇ ଦେଇଛନ୍ତି । ଏଣିକି ମନ୍ତ୍ରୀଙ୍କ ଷ୍ଟାଫଙ୍କୁ ଦୁଇଟି ସିପ୍ଟରେ କାମ କରିବାକୁ ସେ ନିର୍ଦେଶ ଦେଇଛନ୍ତି । ପ୍ରଥମ ସିପ୍ଟରେ ସକାଳ…
Read More...

ଶ୍ରୀ ଜୀଉଙ୍କ ନବଯୌବନ ଦର୍ଶନ

ପୁରୀ: ଦିର୍ଘ ୧୫ ଦିନ ଧରି ଅଣସରରେ ରହିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଆଜି ଅଣସର ପେଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । କରୋନା କଟକଣା ଏବଂ ଲକ୍ଡାଉନ୍ ଯୋଗୁଁ ଭକ୍ତ ମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେବେ ସିଂଘ…
Read More...

ସିଫା ପକ୍ଷରୁ ପ୍ରସ୍ତୁତ ‘ମତ୍ସ୍ୟସେତୁ’ ମୋବାଇଲ ଆପର ଶୁଭାରମ୍ଭ

ପିପିଲି: ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ଆର୍ଥିକ ସହାୟତାରେ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ମତ୍ସ୍ୟଚାଷୀଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ମୋବାଇଲ୍ ଆପ୍ ‘ମତ୍ସ୍ୟସେତୁ’କୁ କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଓ ଗୋପାଳନ ମନ୍ତ୍ରୀ…
Read More...

କଟକରେ ‘ଏକୋମ’ ଚିକିତ୍ସା ଅଗଷ୍ଟ ୧୫ରୁ

ଭୁବନେଶ୍ୱର : ‘ଏକୋମ’ ଚିକିତ୍ସା ପାଇଁ ଏଣିକି ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ସରକାରୀ ଡାକ୍ତରଖାନାରେ ମିଳିବ ‘ଏକୋମ’ ଚିକିତ୍ସା । ଏନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । କଟକ ବଡ଼ ଡାକ୍ତରଖାନା( ଏସସିବି )ରେ ୯ଟି ଏକୋମ ଯନ୍ତ୍ର ଲାଗିବ ବୋଲି…
Read More...

ପୁରୀ ବ୍ୟତିତ ଅନ୍ୟ କେଉଁଠି ହେବ ନାହିଁ ରଥଯାତ୍ରା : ସୁପ୍ରିମକୋର୍ଟ

ପୁରୀ: କେବଳ ପୁରୀ ଛଡା ରାଜ୍ୟରେ ଅନ୍ୟ କେଉଁଠି ହୋଇପାରିବ ନାହିଁ ରଥଯାତ୍ରା । ଆଜି ଏ ସଂପର୍କିତ ଏକାଧିକ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ଚାହିଁଲେ ଆଗାମୀ ବର୍ଷ ସବୁଠି ରଥଯାତ୍ରା ହୋଇପାରିବ । କରୋନାକୁ ଦୃଷ୍ଟିରେ ରଖି ଅନ୍ୟ ସମସ୍ତ ସ୍ଥାନରେ…
Read More...