Browsing Category

ରାଜ୍ୟ

ପାଣି ଭିତରେ ଚାଲିଛି ବାବାଙ୍କ ନୀତିକାନ୍ତି

ଆରଡି: ଲଘୁଚାପ ପ୍ରଭାବରେ ଆରଡି ଓ ଆଖପାଖ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ଫଳରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଅମୃତକୁଣ୍ଡ/ପାଦୁକ କୁଣ୍ଡ ଦେଇ ବର୍ଷାପାଣି ପ୍ରବେଶ କରିଛି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ…
Read More...

ରଥଉପରେ ଶ୍ରୀଜିଉଙ୍କୁ ଅଧରପଣା ଲାଗି

ପୁରୀ: ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ୩ଠାକୁରଙ୍କ ସମ୍ମୁଖରେ ୩ଟି ଲେଖାଁଏ ୯ଟି ବଡ ମାଟିପାତ୍ରରେ ଏହି ଅଧରପଣା ନୀତି ପାରମ୍ପରିକ ଭାବେ ସମ୍ପନ୍ନ ହୋଇଛି । ଛାଚି, ସର, କଦଳୀ, ଛେନା, ଗୋଲମରିଚ…
Read More...

ରଥଉପରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ: ନବଦୀନ ବ୍ୟାପୀ ଘୋଷଯାତ୍ରା ପରେ ରଥଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ମହଣ ମହଣ ସୁନାରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମହାମାରୀ କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ର ଜନଶୂନ୍ୟ ହୋଇଯାଇଥିଲେ…
Read More...

ଚାନ୍ଦିପୁରରୁ ‘ଆକାଶ ଏନଜି ’ର ସଫଳ ପରୀକ୍ଷା

ଚାନ୍ଦିପୁର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶଗାମୀ ଆକାଶ କ୍ଷେପଣାସ୍ତ୍ରର ନୂଆ ସଂସ୍କରଣ (ଆକାଶ ଏନଜି )ଆଜି ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ସଫଳ ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ୪୪ ମିନିଟରେ ଏହି କ୍ଷେପଣାସ୍ତ୍ର…
Read More...

ଓଡିଶା ପ୍ରଗତିଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ

ଯାଜପୁର : ଆଗାମି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ଅନ୍ୟ ଏକ ଆଂଚଳିକ ଦଳ ଓଡ଼ିଶା ପ୍ରଗତି ଦଳ ତୃଣମୂଳ ସ୍ତରରେ ତାର ସଂଗଠନକୁ ସୁଦୃଢ କରିବାକୁ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦଳ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି କରିଅଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ସଚେତନତା ରଥ

ଯାଜପୁର: ବରୀ ବ୍ଲକ ପରିସରରେ ଥିବା କୃଷି କାର୍ଯ୍ୟାଳୟରେ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ସଚେତନତା ବାର୍ତା ବହ ଗାଡିକୁ ସହକାରୀ କୃଷି ଅଧିକାରୀ ସଂଜୟ କୁମାର ରାଉତ,କନିଷ୍ଠ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ସହକାରୀ ବୈଷୟିକ ପରିଚାଳନା ପ୍ରିୟରଂଜନ ରାଉତ ପ୍ରଭୃତି ଶୁଭାରମ୍ଭ…
Read More...

ପାରଦର୍ଶୀ ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୫-‘ଟି’ ଯୋଜନା ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ନାମଲେଖା ପାଇଁ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର…
Read More...

କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟକୁ ବକେୟା ଖାଦ୍ୟ ସବସିଡି ପ୍ରଦାନ କରିବା, ବଳକା ଚାଉଳ କ୍ରୟ କରିବା ଏବଂ ଅଖା ଅଭାବ ଦୂର କରିବାକୁ ବିଜେଡି ଦାବି କରିଛି । ବିଜେଡି ସାଂସଦମାନେ ମଙ୍ଗଳବାର କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର…
Read More...

କଳିଙ୍ଗ ଷ୍ଟୁଡିଓ ପୁନଃଉଦ୍ଧାର ଲାଗି ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଇପିସି ମୋଡରେ ଭୁବନେଶ୍ୱରରେ ଥିବା ‘କଳିଙ୍ଗ ଷ୍ଟୁଡିଓ’ର ପୁର୍ନବାର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ୧୫ ମାସ ଭିତରେ ଏହି ଉନ୍ନତିମୂଳକ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ…
Read More...

ନନ୍ଦନକାନନରେ ଭାରତୀୟ ସିଂହ ବଂଶ ବୃଦ୍ଧି ଆଶା ଉଜ୍ଜଳ

ନନ୍ଦନକାନନ୍: ବହୁ ଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜିଲ ’ ମା’ ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର…
Read More...