Browsing Category

ରାଜ୍ୟ

କରୋନା ସଂକ୍ରମଣ : ଏଣିକି ଫୋକସ୍‌ରେ ଉପକୂଳ ଓଡିଶା

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମହାମାରୀ କରୋନା ସଂକ୍ରମର ଦ୍ରୁତ ବେଗରେ ହ୍ରାସ ପାଉଥିଲା ବେଳେ ଉପକୂଳ ଓଡ଼ିଶାରେ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏବେ ଫୋକସ୍‌ରେ ରହିଛି । କ୍ୟାଟେଗୋରୀ- ବି’ରେ ଯାଉଥିବା ୧୩ ଜିଲ୍ଲାକୁ ଅଧିକ ଦୁରୁତ୍ୱ ଦିଆଯାଇଛି । ଅଧିକ ସଂକ୍ରମଣ ଥିବା
Read More...

ଅମାନିଆଙ୍କ ଠାରୁ ୨୩ଲକ୍ଷ ଜୋରିମାନା ଆଦାୟ

ଭୁବନେଶ୍ୱର : କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ଓଡିଶା ପୁଲିସ ପକ୍ଷରୁ ଦିନକରେ ୨୩ ଲକ୍ଷ ୩୦ ହଜାର ୯ଶହ ଟଙ୍କା ଫାଇନ ଆଦାୟ ହୋଇଛି । ଗତକାଲି ସକାଳ ଠାରୁ ଆଜି ସକାଳ ମଧ୍ୟରେ ଅମାନିଆଙ୍କ ଠାରୁ ଏହି ଫାଇନ ଆଦାୟ କରାଯାଇଛି । ଏଥିସହ ୨୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦୫ଟି ଗାଡି
Read More...

ପୁରୀରେ ବିମାନବନ୍ଦର ପାଇଁ ସର୍ଭେ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର । ପ୍ରତିଷ୍ଠା ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ୪ଜଣିଆ ସ୍ୱତନ୍ତ୍ର ଟିମ୍ ପ୍ରସ୍ତାବିତ ଅଞ୍ଚଳରେ ବୁଲି ଦେଖିବା ସଙ୍ଗେ ସଙ୍ଗେ ସର୍ଭେ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ସିପସରୁବାଲି ଓ ପୁରୀ କୋଣାର୍କ ମରାଇନ୍
Read More...

କୋଭିଡ୍ ଟିକା ନେଲେ ସଂକ୍ରମଣରୁ ୮୦% ସୁରକ୍ଷିତ

ଭୁବନେଶ୍ୱର: କୋଭିଡ ଟିକାର ଦୁଇଟି ଡୋଜ ନେଲେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ । ସେହିପରି ଯଦି ସଂକ୍ରମଣ ହୁଏ, ତେବେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ରହିବ । ଏହାସହ ବିଶେଷ ଗୁରୁତର ହେବେନି । ତେଣୁ ସମସ୍ତେ ଟିକା ନେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ: ମାଲକାନଗିରିରେ ୧୦୦ ଟପିଲା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‌ର ଦୈନଦିନ ମୂଲ୍ୟ ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି । ତୈଳ କମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଲିଟର ପିଛା ୨୮ ରୁ ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି
Read More...

ରାଜ୍ୟରେ ଜବତ୍ ‘ଫାବିପିରାଭିର’ଔଷଧ ଭେଜାଲ୍‌

ଭୁବନେଶ୍ୱର: ନିକଟରେ ରାଜ୍ୟରେ ଜବତ ହୋଇଥିବା ୧୭୦ ପେଟି ‘ଫାବିପିରାଭିର’ ଔଷଧ ଭେଜାଲ ବୋଲି ଡ୍ରକ୍ସ କଂଟ୍ରୋଲର ଅର୍ନ୍ନଦାଶଙ୍କର ଦାସ କହିଛନ୍ତି । ଗଣ ମାଧ୍ୟମକୁ ଏହି ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଏହି ଔଷଧ ଗୁଡିକ ନକଲି ବୋଲି ପୂର୍ବରୁ ହରିୟାନା ଓ ମହାରାଷ୍ଟ୍ର ସରକାର ସୂଚନା
Read More...

ଲାଲ୍ ବଳୟରେ ୭ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଦୈନଦିନ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁ ନାହିଁ । ଅନ୍ୟପକ୍ଷରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମଣ ୫ହଜାର ତଳକୁ ହ୍ରାସ ପାଇଥିଲା ବେଳେ ସଂକ୍ରମଣ ହାର ୭% ତଳକୁ ଖସିଛି । ମାତ୍ର ୬ଟି
Read More...

୧୬ରୁ ଖୋଲିବ ଐତିହ୍ୟ ସ୍ଥଳ

ଭୁବନେଶ୍ୱର: ମହାମ।।ରୀ କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଐତିହ୍ୟସ୍ଥଳ ଗୁଡିକ ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ । ଏେ ନେଇ ଏଏସ୍‌ଆଇ ଆଜି ବିଜ୍ଞପ୍ତି ଜାରୀ କରିଛି । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଛି । ତେବେ
Read More...

‘ଚତୁର୍ଥ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା’

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା । ଏହି ସର୍ଭେ ଦେଶର ୭୦ଟି ଜିଲ୍ଲାରେ ହେବ । ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ଅଛି । ଏନେଇ ସୂଚନା ଦେଇଛନ୍ତି ଜଗଜଉର ନିର୍ଦେଶିକା ସଂଘମିତ୍ରା ପତି ।ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ
Read More...

୪ ଝିଅ ଓ ପତ୍ନୀଙ୍କୁ ହାଣିଲା ବାପା: ଜଣେ ଝିଅର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତଗର୍ତ ଗଡ଼ପୋଷ ଫାଣ୍ଡି ଯୌତୁକ ବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବାପ ତାର ୪ଝିଅ ଓ ପତ୍ନୀର ଗଳାକାଟି ହତ୍ୟା ଉଦ୍ୟମ କରିଥିବା ବେଳେ ନିଜେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଘୋର ଆଲୋଡନ ସୃଷ୍ଟି
Read More...