Browsing Category

ରାଜ୍ୟ

ରାଜ୍ୟର ୫ଟି ଜିଲ୍ଲାରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲର ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ରାଜ୍ୟର ୫ଟି ଜିଲ୍ଲା ତଥା ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି । କୋରାପୁଟରେ ପେଟ୍ରୋଲ ଟ.୧୦୨.୨୯ ଓ ଡିଜେଲ ଟ. ୧୦୦.୦୫ରେ ବିକ୍ରି ହେଉଛି । କଳାହାଣ୍ଡିରେ…
Read More...

ଜେଲ୍ ରୁ ବାହାରିଲେ ଅଭୟ ପାଠକ

ଭୁବନେଶ୍ୱର: ଦୀର୍ଘ ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଅଭୟଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ । ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା ।…
Read More...

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ : ପରଲୋକ ଗତ ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ, ପୁଲିସ ବିଭାଗର ଅତିରିକ୍ତ ଡିଜି, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କର ଆଜି ରାଷ୍ଟ୍ରୀୟ ମର୍ଯ୍ୟଦା ସହକାରେ କଟକ ଖାରନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ…
Read More...

୩୦ ଯାଏ ୭ ଯୋଡ଼ା ପାସେଞ୍ଜର ଟ୍ରେନ୍ ବାତିଲ୍‌

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମଣ ରୋକିବା ଓ ଯାତ୍ରୀ ନ ହେବା କାରଣରୁ ଜୁନ୍ ୩୦ ପର୍ଯ୍ୟନ୍ତ କେତେକ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜୁନ୍ ୨୧ରୁ ୩୦ ମଧ୍ୟରେ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା,…
Read More...

୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର…
Read More...

କଳାହାଣ୍ଡିରେ ୫ମାସରେ ମଲେଣି ୯ହାତୀ

ଭବାନୀପାଟଣା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଗତ ପାଞ୍ଚମାସରେ ୯ଟି ହାତୀ ପ୍ରାଣ ହରାଇବା ଘଟଣା ବନ୍ୟପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନବିଭାଗ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ…
Read More...

ରାଜ୍ୟରେ କମୁଛି ସଂକ୍ରମଣ :ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଦ୍ୱିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ଦୌନ ଦିନ ମୃତ୍ୟୁ ଥମିବାର ନାଁ ଧରୁନାହିଁ । ଦୌନିକ ମୃତକ ସଂଖ୍ୟା ଏବେ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ସଂକ୍ରମଣ ହାର ୫.୫% ମଧ୍ୟରେ ସିମିତ ଥିବା ବେଳେ ଦୈନିକ…
Read More...

ବିକ୍ରି ହୋଇଥିବା ୧୦ ଦିନର ଶିଶୁ ପୁତ୍ର ଉଦ୍ଧାର

ଭୁବନେଶ୍ୱର: ପତ୍ନୀର ଅଜ୍ଞାତରେ ସ୍ୱାମୀ ଗତକାଲି ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିବା ୧୦ଦିନର ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ସୂରକ୍ଷା କମିଟି ଆଜି ଉଦ୍ଧାର କରିଛି । ଜିଲ୍ଲା ଶିଶୁ ସୂରକ୍ଷା କମିଟି ଶିଶୁପୁତ୍ରକୁ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଥିବା କୁହାଯାଇଛି । ଗତକାଲି ମାଷ୍ଟ୍ରର…
Read More...

କରୋନାରେ ଆଇଏଏସ ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ଗୁଜୁରାଟ କ୍ୟାଡରର ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସର ତଥା କେନ୍ଦ୍ର ଶିଳ୍ପ ସଚିବ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । ୧୯୮୬ ଗୁଜୁରାଟ କ୍ୟାଡର ଆଇଏଏସ ଶ୍ରୀ ମହାପାତ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହା…
Read More...

ଖୋର୍ଦ୍ଧା ନିକଟରେ ଏସିଡ୍‌ବାହୀ ଟ୍ୟାଙ୍କର ଲିକ୍‌

ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍‌ବାହୀ ଟ୍ୟାଙ୍କର ଲିକ୍ । ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇପଡ଼ିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ହାଇଡ୍ରୋକ୍ଲୋରାଇଡ୍ । ଟ୍ୟାଙ୍କର ଟି ଗଂଜାମ ରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭଲଭ୍ କଟିଯିବାରୁ ଏସିଡ୍ ଲିକ…
Read More...