Browsing Category

ରାଜ୍ୟ

ଚିନ୍ତା ବଢାଇଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି । ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬,
Read More...

ଚଳିତ ବର୍ଷ ହେବ ୟୁଜି ଓ ପିଜି ପରୀକ୍ଷା !

ଭୁବନେଶ୍ୱର: ଚଳିତବର୍ଷ ପ୍ରାୟତଃ ୟୁଜି ପିଜି ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟରେ ଅନୁଷ୍ଠିତ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଏହି ସୂଚନା
Read More...

ଅମାନିଆଙ୍କ ଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର: କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁ ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ ଏହି ଲକଡାଉନକୁ କିଛି ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ଯେଉଁ ଅମାନିଆ ନିୟମ ଭାଙ୍ଗୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି । ଗତ ୨ ମାସ ମଧ୍ୟରେ ଅମାନିଆ ସାଢ଼େ ୧୪ କୋଟି ଜୋରିମାନା
Read More...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ : ଜେଲ୍‌ରୁ ହେବେ ଖଲାସ୍‌

କଟକ: ବହୁ ଚର୍ଚ୍ଚିତ ଟାଟା ମୋର୍ଟସ୍‌ରେ ଚାକିରି କରାଇଦେବା ଠକେଇ ଘଟଣାରେ ଗିରଫ ଗୋପାଳ ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କୁ ଆଜି ଓଡିଶା ହାଇକୋର୍ଟ ଏକ ମାମଲାରେ ସର୍ତମୂଳକ ଜାମୀନ ମଞ୍ଜୁର କରିଛନ୍ତିି । ପୂର୍ବରୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ସମେତ ୫ଟି ମାମଲାରେ
Read More...

ରାଜ୍ୟରେ କମୁଛି ସଂକ୍ରମଣ : ଥମୁନି ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ଦୈନିକ ମୃତ୍ୟୁ କିନ୍ତୁ କମିବାର ନାଁ ଧରୁନାହିଁ । ଆଜି ସଂକ୍ରମଣ ୬ହଜାର ତଳକୁ ଖସିଥିଲା ବେଳେ ମୃତକଙ୍କ ସଂଖ୍ୟା ୪୩ ରହିଛି । ରାଜ୍ୟରେ ଆଜି ଦିନକରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Read More...

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଦେହାନ୍ତ

ଭୁୁବନେଶ୍ୱର: ଖ୍ୟାତନାମା ଶିକ୍ଷାବିତ୍‌, ସମାଜସେବୀ, ଗାନ୍ଧୀବାଦୀ ତଥା ସ୍ତମ୍ବକାର ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପ୍ରଫେସର ରାଧାମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା
Read More...

ଲଘୁଚାପ ଘନିଭୂତ : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହେବା ସହ ଘନିଭୂତ ହେଉଛି । ଏହାର ପ୍ରଭାବରେ ଆସନ୍ତା ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ମଧ୍ୟ
Read More...

୭ଟି ଅକ୍ସିଜେନ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଂଟ ଏବଂ ୭ଟି ପିଏସଏ ବ୍ୟବସ୍ଥାର ଭିତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା
Read More...

ଘରେ ପାଳିଲେ ସାବିତ୍ରୀ ବ୍ରତ

ଯାଜପୁର: ଆଜି ହେଉଛି ସାବିତ୍ରୀ ବ୍ରତ । ମହିଳାମାନେ ସ୍ୱାମୀଙ୍କ ଉନ୍ନତି ଓ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରୁଥିବା ବେଳେ ଚଳିତ ବର୍ଷ ଘରେ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ଏହି ଦିନ ମହିଳାମାନେ ବିିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆସୁଥିବା ବେଳେ ଚଳିତ ବର୍ଷ
Read More...

ଔଷଧ ଦୋକାନୀ, କର୍ମଚାରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ ଥିବା ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ
Read More...