ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ


ଅଯୋଧ୍ୟା- ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଅଯୋଧ୍ୟାକୁ ପ୍ରଭୁ ରାମଙ୍କ ଜନ୍ମ ସ୍ଥାନ ଭାବେ ପରିଚିତ କରିବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାକୁ ବିଶ୍ୱର ସବୁଠାରୁ ବଡ ତୀର୍ଥସ୍ଥାନର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଅଯୋଧ୍ୟାକୁ ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି । ରେଳ, ସଡକ ଓ ଆକାଶ ପଥରେ ଅଯୋଧ୍ୟାକୁ ସଂଯୋଗ କରିବାକୁ ଯୋଜନା କରାଯାଇଛି ।

Leave A Reply

Your email address will not be published.

2 + twelve =