ଆଜି ବସିବ ଭାରତ ଓ ନେପାଳ ବୈଠକ


ନୂଆଦିଲ୍ଲୀ- ଆଜି ଭାରତ ଓ ନେପାଳ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସହ ଏହି ବୈଠକର କୌଣସି ସମ୍ପର୍କ ନାହିଁ । ସ୍ୱାଧୀନତା ଦିବସ ଅବସରରେ ନେପାଳ ପିଏମ କେପି ଓଲି ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ ଯୋଗେ ଶୁଭେଛା ଜଣାଇଥିଲେ । ଏହାପରେ ବୈଠକକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି । ନୋପାଳ ପ୍ରକଳ୍ପଗୁଡିକର ଅଗ୍ରଗତିକୁ ନେଇ ଦୁଇ ଦେଶ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯିବ । ଏହି ବୈଠକରେ ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ନେପାଳ ବୈଦେଶିକ ମନ୍ତ୍ରୀ ଶଙ୍କେର ଦାସ ବୈରାଗୀଙ୍କ ସହ ଆଲୋଚନା କରିବେ । ମହାମାରୀ କରୋନା ସମୟରେ ମୋଦି ନେପାଳକୁ ସମସ୍ତ ସହଯୋଗ କରେିବେ ବୋଲି କହିଥିଲେ ।

Leave A Reply

Your email address will not be published.

twelve + 3 =