ଓଡିଆ ଅଫିସର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଓଡିଆ ଅଫିସର ତଥା ଲେପ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଭାରତୀୟ ସେନା ବାହୀନିର ଉପମୁଖ୍ୟ ହେବେ । ଆସନ୍ତା ୧ତାରିଖରୁ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ । ବର୍ତମାନର ସେନା ଉପମୁଖ୍ୟ ଲେପ୍ଟନାଂଟ ଜେନେରାଲ ଏସ.କେ ସାଇନ୍ ଆସନ୍ତା ୩୧ ତାରିଖ ଦିନ ଅବସରର ଗ୍ରହଣ କରିବେ । ଲେପ୍ଟନାଂଟ ଜେନେରାଲ ଶ୍ରୀ ମହାନ୍ତି ଏବେ ସର୍ଦନ କମାଣ୍ଡରର ମୁଖ୍ୟ ଅଛନ୍ତି । ଭାରତୀୟ ସେନାବାହୀନିରେ ଉପମୁଖ୍ୟ ହେବାରେ ଲେପ୍ଟନାଂଟ ଜେନେରାଲ ଶ୍ରୀ ମହାନ୍ତି ହେଉଛନ୍ତି ପ୍ରଥମ ଓଡିଆ ଅଫିସର ।

Leave A Reply

Your email address will not be published.

two × 5 =