କମଲ୍ ନାଥ ହେବେ କଂଗ୍ରେସର ଅଧ୍ୟକ୍ଷ!

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ କମଳନାଥ କଂଗ୍ରେସର ଅଧ୍ୟକ୍ଷ ହେବେ । ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ଆଜି ଶ୍ରୀ କମଳନାଥ ଓ ଦଳର ହାଇକମାଣ୍ଡ ତଥା ଅନ୍ତରିଣ ଅଧ୍ୟକ୍ଷା ସୋନିଆଗାନ୍ଧିଙ୍କ ମଧ୍ୟରେ ଦିର୍ଘ ୩ଘଂଟା ଧରି ଆଲୋଚନା ହୋଇଥିଲା । ତେବେ କ’ଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶ୍ରୀନାଥ ଦଳର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଶ୍ରୀ ରାହୁଳ ଗାନ୍ଧୀ ଲୋକସଭାରେ କଂଗ୍ରେସ ସଂସଦିୟ ଦଳର ନେତା ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

1 × four =