କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣ ପାଲ ଗୁରଜାରଙ୍କୁ କରୋନା ପଜିଟିଭ


ନୂଆଦିଲ୍ଲୀ- ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରୁଜାର କରୋନାରେ ଆକ୍ରାନ୍ତ । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିବା ପରେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଟେଷ୍ଟ କରବିା ପାଇଁ ମନ୍ତ୍ରୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.

sixteen − thirteen =