କେରଳ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି


ଥିରୁଅନନ୍ତପୁରମ- କେରଳ ଇଡୁକ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏଯାବତ୍ ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ ସ୍ନିଫର କୁକୁର ସହାୟତାରେ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେରଳ ବୈଦେଶିକ ବ୍ୟାପର ମନ୍ତ୍ରୀ ଭି ମୁରଲୀଧରନ ଓ ରାଜ୍ୟର ବିରୋଧୀ ଦଳର ନେତା ରମେଶ ଚେନ୍ନାଇଥାଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଇଡୁକି ଜିଲ୍ଲା ପ୍ରାଶାସନ କହିଛନ୍ତି ଯେ ରାଜ୍ୟରେ କରୋନା ଭାଇରସ୍ ମହାମାରୀ କମିବା ପରେ ହେଷ୍ଟଲକୁ ବହୁ ଛାତ୍ରଛାତ୍ରୀ ଘରକୁ ଫେରୁଥିଲେ । ହେଷ୍ଟଲ ଭୂସ୍ଖଳନର ଶିକାର ହୋଇଥିବାରୁ ନିଖୋଜ ସଂଖ୍ୟା ଅଗକୁ ବଢିପାରେ ।

Leave A Reply

Your email address will not be published.

16 + 10 =