ଚନ୍ଦ୍ର ଦିବସ

ଆଜି ‘ଚନ୍ଦ୍ର ଦିବସ’ । ୧୯୬୯ ଜୁଲାଇ ଆଜିର ମଣିଷ ଭାବରେ ବିଶ୍ୱର ପ୍ରଥମ ମଣିଷ ଭାବେ ଚନ୍ଦ୍ର ପୃଷ୍ଟରେ ଅବତରଣ କରିଥିଲେ ନିଲ୍ ଆମଷ୍ଟ୍ରଙ୍ଗ । କିଛି ସମୟ ପରେ ଦ୍ୱିତୀୟ ମଣିଷ ଭାବେ ଅବତରଣ କରିଥିଲେ ବଜ୍ ଆଲ୍ଡ୍ରିନ୍ । ସେମାନେ ପହଂଚିଥିଲେ ‘ଆପୋଲୋ ୧୧’ ମହାକାଶଯାନରେ । ଦୁହେଁ ଅବତରଣ କଲା ପରେ ଯାନରେ ଏକା ଥିଲେ ମାଇକେଲ୍ କଲିନ୍ସ । ଆମଷ୍ଟ୍ରଙ୍ଗ୍ ଚନ୍ଦ୍ର ପୃଷ୍ଟରେ ଅଢେଇ ଘଂଟା ରହିଥିଲେ । ତାଙ୍କଠାରୁ କମ୍ ସମୟ ରହିଥିଲେ ଆଲ୍ଡ୍ରିନ୍ । ସେମାନେ ୪୭.୫ ପାଉଣ୍ଡ ଓଜନର ବିଭିନ୍ନ ଚନ୍ଦ୍ର୍ରୀୟ ଉପାଦାନ ସଂଗ୍ରହ କରି ପୃଥିବୀକୁ ଫେରିଥିଲେ ।

Leave A Reply

Your email address will not be published.

eight + three =