ନୂଆଦିଲ୍ଲୀ- ଅଗଷ୍ଟ ୧୬ ତାରିଖରୁ ଜାମ୍ମୁକାଶ୍ମୀରର ଦୁଇଟି ଜିଲ୍ଲାରେ ୪-ଜି ସେବା ଆରମ୍ଭ କରାଯିବ । ଗୋଟିଏ ଜିଲ୍ଲାରେ ଦୁଇମାସ ପାଇଁ ଏହି ସେବା ଆରମ୍ଭ ହେବ । ୨ ମାସ ପରେ ସ୍ଥିତିର ସମୀକ୍ଷା କରାଯିବ ଓ ଅନ୍ୟ ଜିଲ୍ଲାରେ ଏହି ସେବା ଆରମ୍ଭ ହେବକ ନାହିଁ ନିଷ୍ପତି ନିଆଯିବ । ସୀମାବର୍ତୀ ଜିଲ୍ଲାରେ ଏହି ସେବା ଆରମ୍ଭ କରାଯିବ ନାହିଁ ।