ତେଲ ପରେ ଏବେ ଡାଲି ଦର ବଢିବା ଆଶଙ୍କା

ନୂଆଦିଲ୍ଲୀ : ଦେଶରେ ପେଟ୍ରାଲ ଓ ଡିିଜେଲର କ୍ରମାଗତ ଦୈନଦିନ ମୂଲ୍ୟ ବୃଦ୍ଧିର ପ୍ରଭାବ ଗତ କିଛି ମାସ ଧରି ଖାଇବା ତେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକିୟ ଖାଉଟି ସାମଗ୍ରୀ ଉପରେ ପଡିଛି । ଫଳ ସ୍ୱରୂପ ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି । ଖାଇବା ତେଲର ମୂଲ୍ୟ ଏବେ ଲିଟର ପିଛା ଆକାଶ ଛୁଆଁ ହୋଇଥିଲା ବେଳେ କେରାନା ମହାମାରୀ େବେଳ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା େବେଳ ଡାଲିର ଦାମ ମଧ୍ୟ ଆଗାମୀ ଦିନେର ଆହୁରି ବଢ଼ିବାର ଆଶଙ୍କା ରହିଛି । କେରାନା ପାଇଁ ଡାଲି ଜାତୀୟ ଶସ୍ୟ ଅମଳ କମିବାର ସମ୍ଭାବନା ଥିବାରୁ ଏପରି ହେବ । ଚାହିଦା ତୁଳନୋର ଯଦି ଦେଶେର ଡାଲିର ଆବଶ୍ୟକତା କମ୍ ରହିବ ତୋହେଲ ଡାଲିର ଉତ୍ପାଦନ ବଢ଼ିବ ବୋଲି ଆକଳନ କରାଯାଉଛି । ସୂଚନୋଯାଗ୍ୟ, ଡାଲିକୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ବାଦ୍ ଦେବା ପେର ମଧ୍ୟ ଡାଲିର ଦାମ ପୂର୍ବ ତୁଳନୋର ବଢ଼ି ଚାଲିଛି । େଏବ ହରଡ ଡାଲି କେିଲା ପିଛା ୧୧୦ ଟଙ୍କା ରହିଛି ।
ଦଶର ଡାଲି ଓ ଶସ୍ୟ ଜାତୀୟ ସଂଘ (ଆଇସିପିଜିଆଇ) କହିଛି ଚଳିତ ବର୍ଷ ଚାଷୀମୋନ ଡାଲିଜାତ ଶସ୍ୟ ଅମଳ ଉପେର କମ୍ ଗୁରୁତ୍ୱ ଦେଉଛନ୍ତି । କେରାନା ପାଇଁ ମୁଖ୍ୟତଃ ବିଭିନ୍ନ ସମସ୍ୟା ଉପୁଜିବାରୁ ଚାଷୀ ଚଳିତ ବର୍ଷ ଡାଲି ଚାଷ ପ୍ରତି ମେନାନେିବଶ କରୁ ନାହାନ୍ତି ।

Leave A Reply

Your email address will not be published.

nine + four =