ଦିଲ୍ଲୀ ସରକାରଙ୍କ ନୂଆ ପଲିସି


ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଇଲେଟ୍ରିକ ଭେଇକିଲ ପଲିସର ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ଅର୍ଥନୀତିର ବିକାଶ, ନୂଆ ଚାକିରି ସୃଷ୍ଟି ଓ ପ୍ରଦୂଷଣ ରୋକିବା । ଏହି ପଲିସିର ୫ ବର୍ଷ ଭିତରେ ନୂଆ ୫ ଲକ୍ଷ ଇଲେଟ୍ରିକ ଗାଡିର ରେଜିଷ୍ଟ୍ରସେନ କରାଯିବ ବୋଲି ସରକାର ଆଶ କରିଛନ୍ତି । ଏହି ପଲିସରେ ଦୁଇ ଚିକଆ ଗାଡି. ଅଟେ ରିକ୍ସା ଓ ଇ-ରିକ୍ସା ପାଇଁ ୩୦,୦୦୦, ଏବଂ କାର ପାଇଁଁ ୧.୫ ପୋତ୍ସାହନ ରାଶି ଯୋଗଇ ଦେବେ ।

Leave A Reply

Your email address will not be published.

8 + 3 =