ନୂଆଦିଲ୍ଲୀ- ନିଶ୍ୱାସରେ କଷ୍ଟ ହେବା ଯୋଗୁଁ ୨ ଦିନ ତଳେ ହସ୍ପିଟାଲରେ ଭର୍ତି ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ ଆଜି ଡିସଚାର୍ଜ ହୋଇଛନ୍ତି । ଅଗଷ୍ଟ ୮ ତାରିଖରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭିର୍ତ କରାଯାଇଥିଲା । ସଠାରେ ତାଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।