ନୂଆଦିଲ୍ଲୀ- ଦେଶରେ ଆଜି ୭୮,୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭,୬୯,୫୨୩ ରହିଛି । ଦେଶରେ ସୁସ୍ଥତା ହାର ୭୬.୯୮ ପ୍ରତିଶତ ରହିଛି । ମୃତ୍ୟ ସଂଖ୍ୟା ୬୬,୩୩୩ରେ ପଂହଚିଛି ଥିବା ବେଳ ୮,୦୧,୨୮୨ ସକ୍ରିୟ ମାମଲା ରହିଛି । ଦେଶରେ ୫୪ ପ୍ରତିଶତ ଲୋକ ୧୮ରୁ ୪୪ ବର୍ଷ ମଧ୍ୟରେ କରୋନରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ୬୦ ବର୍ଷରୁ ଉର୍ଧ ବୟସ୍କଙ୍କ କରୋନାରେ ଅଧିକ ମୃତ୍ୟ ବରଣ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।