ନୂଆଦିଲ୍ଲୀ- ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କଲେ ଭାରତୀୟ କ୍ରିକେଟର କ୍ୟାପିଟେନ କୁଲ ମହେନ୍ଦ୍ର ସିିଂ ଧୋନି। ଗିତକାଲିି ରାତିରେ ନିଜ ପ୍ରଂଶସକ, ବନ୍ଧୁ ପରିଜନଙ୍କୁ ଧନ୍ୟବାଦ ଜଣାଇବା ସହ ଅବସର ଘୋଷଣା କରିଛନ୍ତି । ୨୦୧୯ ବିଶ୍ୱକପ ସେମିଫାଇନାଲ ମ୍ୟାଚ ପରଠାରୁ କୌଣସି ମ୍ୟାଚ ଖେଳିନଥିଲେ । ସୁରେଶ ରାଇନା ମଧ୍ୟ କ୍ରିିକେଟରୁ ଅଲବିଦା ହୋଇଛନ୍ତି । ଧୋନୀ ୧୬ ବର୍ଷ ଧରି ଭାରତୀୟ ଦଳର ସେବା କରିଛନ୍ତି । ସେ ସର୍ବଦା ଦିଜ ଦଳର ଗର୍ବ ଉଚ୍ଚା କରିଛନ୍ତି । ତେବେ ସେ କଣ ପାଇଁଁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଅବସର ନେଲେ ତାହା ସମସ୍ତଙ୍କ ମନରେ ଉଙ୍କି ମାରୁଛିି ।