ନୋଇଡା ସରକାରୀ କୋଭିଡ-୧୯ ହସ୍ପିଟାଲର ଶୁଭ ଉଦଘାଟନ


ନୋଇଡା- ନୋଇଡା ସେକ୍ଟର ୩୯ରେ ଥିବା ସରକାରୀ କୋଭିଡ-୧୯ ହସ୍ପିଟାଲର ଶୁଭ ଉଦଘାଟନ କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାସ । ଆଦିତ୍ୟନାଥଙ୍କ ଗ୍ରସ୍ତକୁ ନେଇ ଗୌତମ ବୁଦ୍ଧ ନଗରରେ ୨ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ନୋଇଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଦ୍ରୁତ ବୃଦ୍ଧି ପାଇଥିବାରୁ କୋଭିଡ -୧୯ ମୋଡିକାଲର ଆବଶ୍ୟକତା ରହିଛି । ଯୋଗୀ ଆଦିତ୍ୟନାଥ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ବୈଠକରେ କରୋନା ଚିକିତ୍ସାରେ ଉନ୍ନତି ଦ୍ୱରା କିପରି କାନପୁର ନଗର,ବାରଣାସୀ ଝାନ୍ସି, ଗୋରଖପୁର ପ୍ରୟେଗରାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣ ରହିବ ସେ ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

1 + 20 =