ନୂଆଦିଲ୍ଲୀ- ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଗୁରୁପ୍ରୀତ କଙ୍ଗର କରେନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାଧୀନତା ଦିବସରେ ଯୋଗଦେବା ପରେ ସେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପଞ୍ଜାବର ଦୁଇ କଂଗ୍ରେସ ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀ ତ୍ରିପ ରାଜିନ୍ଦିର ସିଂହ ବାଜୱା କାରୋନରେ ସଂକ୍ରମିତ ହୋଇଥିଲେ । ପଞ୍ଜବରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୦୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।