ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର


ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ଦିଲ୍ଲୀ ଆର୍ମି ହସ୍ପିଟାଲ ଭେଂଟଲେଟରରେ ରଖାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସୂଚାନାଯୋଗ୍ୟ ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତକାଲି ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରବଣଙ୍କ ମୁଣ୍ଡରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ମେଡିକାଲରେ ଅପରେସନ ପୂର୍ବରୁ ତାଙ୍କର କରୋନା ପଜିଟିଭ ଥିବା ଜଣାପଡିଛି ।

Leave A Reply

Your email address will not be published.

20 + 7 =