ବିଦେଶରେ କରୋନାରେ ୩,୫୭୦ ଭାରତୀୟଙ୍କ ମୃତ୍ୟୁ ଦେଶ By Nyayabati Live Last updated Jul 23, 2021 491 0 ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ବିଦେଶରେ ୩,୫୭୦ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ରାଜ୍ୟସଭାରେ ସୂଚନା ଦିଆଯାଇଛି। ଏହା ବ୍ୟତୀତ ବନ୍ଦେ ଭାରତ ଅଭିଯାନରେ ୨୦୨୧ ଏପ୍ରିଲ ୩୦ ସୁଦ୍ଧା ୬୦,୯୨,୨୬୪ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। 0 491 Share