ବିଶ୍ୱ ପେପର ବ୍ୟାଗ୍ ଡେ

ଲୋକେ ପରିବେଶ ପଦୂଷଣରୁ ରକ୍ଷା କରିବା ପାଇଁ ପ୍ଲାଷ୍ଟିକ ବର୍ଜନ କରିବାର ସ୍ଲୋଗାନ ଦିଆଯାଉଛି । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ମୃର୍ତିକା ପ୍ରଦୂଷିତ ହେବା ସହ ଅନେକ ଗାଈ ଗୋରୁ ଏହାକୁ ଖାଇ ମୃତ୍ୟୁ ବରଣ କରୁଛନ୍ତି । ସେହିଭଳି କାଗଜରେ ତିଆରି ବ୍ୟାଗ୍ ପରିବେଶକୁ ବଂଚାଇ ଥାଏ । ପ୍ଲାଷ୍ଟିକ ବ୍ୟାଗ୍ ମାଟିରେ ନଷ୍ଟ ହେବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ କିନ୍ତୁ କାଗଜରେ ପ୍ରସ୍ତୁତ ବ୍ୟାଗ୍ କ୍ଷଣିକରେ ମାଟିରେ ମିଶିଯାଏ । ତେବେ ଏହାକୁ ନେଇ ପ୍ରଥମେ ଆମେରିକା ଫ୍ରାନ୍ସସି ହୋଲେ ରେ ୧୮୫୨ କାଗଜ ବ୍ୟାଗ୍ ତିଆରି ମେସିନ କିଣିଥିଲେ । ପରେ ମଦର ଅଫ୍ ଗ୍ରସୋରି ବ୍ୟାଗ୍ ନାମରେ ବାହାର କରିଥିଲେ ୧୮୭୦ ମସିହାରେ । ତା ପରେ ଏହାକୁ ବହୁତ ଲୋକମାନେ ପସନ୍ଦ କରିବା ସହ ବ୍ୟବହାର ମାତ୍ରା ମଧ୍ୟ ଧିରେ ଧିରେ ବଢିଗଲା । ଏବେ ଲେକେ ସଚେତନ ହୋଇ ସାରା ବିଶ୍ୱରେ କାଗଜରେ ତିଆରି ବ୍ୟାଗ୍ ବ୍ୟବହାର କରୁଛନ୍ତି ।

Leave A Reply

Your email address will not be published.

two + 20 =