ବ୍ୟାନ ହେଲା ପବ୍-ଜୀ


ନୂଆଦିଲ୍ଲୀ- ଭାରତ ସରକାର ତୃତୀୟ ଥର ପାଇଁ ଚୀନ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଲୋକପ୍ରିୟ ଗେମ୍ ପବଜୀ ସମେତ ମୋଟ ୧୧୮ଟି ଚାଇନା ଆପକୁ ଭାରତ ସରକାର ବ୍ୟାନ କରିଛନ୍ତି । ଏହାକୁ ମିଶାଇ ମୋଟ ୨୨୪ ଟି ଚାଇନିଜ ଆପ୍ ବ୍ୟାନ କରିଛି ଭାରତ । ଏହି ଆପ୍ସକୁ ବ୍ୟାନ କରିବା ପାଇଁ ଟେଲିକମ ମନ୍ତ୍ରାଳୟ ପକ୍ଷରୁ ନିଷ୍ପାତି ନିଆଯାଇଛି ।

Leave A Reply

Your email address will not be published.

three × 3 =