ମେ ୩୧ ପର୍ଯ୍ୟନ୍ତ ବଢିପାରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଦେଶ By Nyayabati Live Last updated May 16, 2020 141 0 ନୂଆଦିଲ୍ଲୀ- ଲକଡାଉନ ୪.୦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ୪ର୍ଥ ପର୍ଯ୍ୟାୟ ଲକଡାଉନରେ ନିୟମ କିଛି ମାତ୍ରାରେ କୋହଳ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତି ନେଇଛନ୍ତି । 0 141 Share