ଅଯୋଧ୍ୟା- ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନକ୍ସା ଓ ସମଗ୍ର ଅଂଚଳକୁ ମିଳିଲା ମଞ୍ଜୁରୀ । ଏନେଇ ଅଯୋଧ୍ୟା ବିକାଶ ପ୍ରାଧିକରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପ୍ରାଧିକରଣ ଅଧ୍ୟକ୍ଷ ତଥା କମିଶନର ଏସପି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ୨,୭୪,୧୧୦ ବର୍ଗ ମିଟର ଖୋଲା ସ୍ଥାନ ଏବଂ ପ୍ରାୟ ୧୩,୦୦ ବର୍ଗ ମିଟର ଜାଗାକୁ ନେଇ ପ୍ରସ୍ତୁତ ନକ୍ସା ଲବଂ ମାନଚିତ୍ରକୁ ଅନୁମୋଦନ କରାଯାଇଛି । କେବଳ ୧୩୦୦୦ ବର୍ଗ ମିଟର ଜାଗାରେ ରାମ ଭନ୍ଦିର ନିର୍ମାଣ ହେବ ।