ଲଲିପପ୍ ଡେ

ପ୍ରତି ବର୍ଷ ଜୁଲାଇ ୨୦ରେ ପାଳିତ ହୁଏ ‘ଲଲିପପ୍ ଡେ’ । ଲଲିପପ୍ ର ସୃଷ୍ଟି ମଧ୍ୟ ଯୁଗୀୟ ୟୁରୋପରେ ହୋଇଥିଲା । ଏହା ସେ କାଳର ସଂଭ୍ରାନ୍ତ ଶ୍ରେଣୀର ମିଷ୍ଟାନ ଥିଲା । ଆଧୁନିକ ଲଲିପପ୍ ର ଉତ୍ପତି ଆମେରିକାରେ ହୋଇଥିଲା । ‘ଫୁଡ୍ ଫର୍ ଥଟ୍: ଏକସଟ୍ରାଅରଡିନାର ଲିଟଲ୍ କ୍ରୋନିକଲସ ଅଫ୍ ଦ ୱାର୍ଲଡ’ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ କନେକଟିକଟର ଜର୍ଜ୍ ସ୍ମିଥ୍ ୧୯୦୮ରେ ଏହା ତିଆରି କରିଥିଲେ । ସେତେ ବେଳକୁ ପ୍ରତିଯୋଗିତାରେ ଦୈାଡୁଥିବା ଏକ ଘୋଡା ‘ଲଲିପପ୍’ର ନାମାନୁଯାୟୀ ଏହାକୁ ନାମିତ କରିଥିଲେ । ୨୦୧୨ରେ କାଲିଫର୍ନିଆରେ ଏକ ବିରାଟ ଲଲିପପ୍ ତିଆରି କରାଯାଇଥିଲା । ସେଇଟିର ଓଜନ ଥିଲା ୩୧୭୫ କିଲୋଗ୍ରାମ୍ ।

Leave A Reply

Your email address will not be published.

3 × 1 =