ଫାଇନାଲ ପରୀକ୍ଷା ବାତିଲ ପାଇଁ ୟୁଜିସିର ପରାମର୍ଶ

ନୂଆଦିଲ୍ଲୀ- ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ବାକି ଥିବା ଫାଇନାଲ ପରୀକ୍ଷା ନକରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଗତ ସେମିଷ୍ଟାରର ଓ ଇଣଂଟରନାଲ ପ୍ରଦର୍ଶନ ଅନୁସାରେ ମାର୍କ ଦେବାକୁ ପରାମର୍ଶ ଦିଆଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଫାଇନାଲ ପରୀକ୍ଷା ବାତିଲ କରିବା ପାଇଁ ୟୁସିଜି ପରାମର୍ଶ ଦେଇଛି । ଯଦି ପରୀକ୍ଷା କରାଯାଏ ତେବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ କରୋନା ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ୟୁଜିସିର ଏହି ପ୍ୟାନଲ ଆଧାରରେ ସପ୍ତାହ ମଧ୍ୟରେ ଗାଇଡଲାଇନ ପ୍ରକାଶ ପାଇବ ।

Leave A Reply

Your email address will not be published.

four × three =