ନୂଆଦିଲ୍ଲୀ- ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସମସ୍ତ ସେମିଷ୍ଟାର ଓ ଶେଷ ପରୀକ୍ଷାକୁ ବାତିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନିଷ ସିଷୋଦିଆ । କରୋନା ମହାମାରୀ ସମୟରେ ପରୀକ୍ଷା କରିବା ଉଚିତ ନୁହେଁ । ପୂର୍ବ ମାର୍କ ଅନୁସାରେ ପଦନ୍ନୋତି କରିବା ପାଇଁ ସିଷୋଦିଆ କହିଛନ୍ତି । କରୋନା ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।