କୋଭିଡ ଟିକା ପାଇଁ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ- କୋଭିଡ ଟିକାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଭାରତରେ କୋଭିଡ ଟିକାର କିପରି ସୁପରିଚାଳନା କରାଯିବ ଓ ଏହି ଟିକାକୁ କିପରି ଶୀଘ୍ର ବ୍ୟବହାର କରାଯାଇପାରିବ ସେଥିନେଇ ସେ କେତେକ ନିଦେ୍ର୍ଧଶ ଦେଇଥିଲେ । ଏ ସଂପର୍କରେ କୁହାଯାଇଛି ଯେ ଟୀକା ଦେବା ପାଇଁ କୌଣସି କଟକଣା ନାହିଁ ଏବଂ ଯେ କୌଣସି ସ୍ଥାନରେ ଯେଉଁ ବ୍ୟକ୍ତି ଚାହିଁଲେ ଏହି ଭ୍ୟାକସିନ ଦିଆଯାଇପାରିବ ।

Leave A Reply

Your email address will not be published.

15 − nine =