ହାଇୱେକାମ ଚାଇନା କମ୍ପାନୀକୁ ମିଳିବ ନାହିଁ: ନିତିନଗଡକରୀ

ନୂଆଦିଲ୍ଲୀ- ଚାଇନା ଦ୍ରବ୍ୟକୁ ଭାରତୀୟ ମାନେ ବୟକଟ କରିବା ସହିତ ହାଇୱେ ପ୍ରୋଜେକ୍ଟ କାମ ଚାଇନା କମ୍ପାନୀକୁ ମିଳିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନିତନୀ ଗଡକରୀ କହିଛନ୍ତି । ଏତଦ୍ ବ୍ୟତିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଚାଇନା ବିନିଯୋଗ କାରୀଙ୍କୁ ସାମିଲ ନକରିବାକୁ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ଗଡକରୀ କହିଛନ୍ତି ।

Leave A Reply

Your email address will not be published.

12 + 17 =