ହସ୍ପିଟାଲରେ ସୋନିଆ ଗାନ୍ଧି


ନୂଆଦିଲ୍ଲୀ- କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତି କରାଯାଇଛି । କେଉଁ କାରଣ ପାଇଁ ସୋନିଆ ମେଡିକାଲରେ ଭର୍ତି ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ହସ୍ପିଟାଲ ଅଧ୍ୟକ୍ଷ ଡା. ଡିଏସ ରାଣା କାହିଛନ୍ତି ଯେ ସୋନିଆ ନିୟମିତ ଟେଷ୍ଟ ପାଇଁ ଆସନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ।

Leave A Reply

Your email address will not be published.

3 × two =