ମୁଁ ସବୁ ବିଭାଗର ମନ୍ତ୍ରୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- ମୁଁ ସବୁ ବିଭାଗର ମନ୍ତ୍ରୀ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି । ଶପଥ ନେବାର କିଛି ଦିନ ପରେ ମନ୍ତ୍ରୀ ମଣ୍ଡଳ ଗଠନ କରିଥିଲେ । ୨୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଥିଲେ । ହେଲେ କୌଣସି କାରଣ ବଶତଃ ଆଜି ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ବିଭାଗ ବଂଟନ କରିନାହାନ୍ତି । ମଙ୍ଗଳବାର ଦିଲ୍ଲୀରେ ବିବାଦ ସମଧାନ କରି ଫେରିବା ପରେ କହିଥିଲେ ଖୁବଶୀଘ୍ର ବିଭାଗ ବଂଟନ କରାଯିବ । କିନ୍ତୁ ଚୌହାନ ଏବେ କହୁଛନ୍ତି ସମସ୍ତ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ମୁଁ ସବୁ ବିଭାଗର ମନ୍ତ୍ରୀ । ସରକାର ଠିକ ଭାବେ ଚାଲିଛି । ଖୁବଶୀଘ୍ର କ୍ୟାନିନେଟ ବୈଠକ ବହିବ । ଗରୁବାର ସକାଳ ୧୦.୩୦ରେ କ୍ୟାବିନେଟ ବୈଠକ ବସିବା କଥା କିନ୍ତୁ ଦିନ ୫କୁ ବୈଠକ ରଖିଛନ୍ତି ।

Leave A Reply

Your email address will not be published.

eleven + fourteen =