ନୂଆଦିଲ୍ଲୀ- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡକ୍ଟରସ ଡେରେ ସମସ୍ତ ଡାକ୍ତର ମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ସେବା ଓ ବଳିଦାନକୁ ରାଷ୍ଟ୍ର ପ୍ରଣାମ କରିଛନ୍ତି । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବଳିଦାନ ଦେଇ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି । ଦେଶର ନାଗରିକ ମାନେ ଏପରି ସମୟରେ ଡାକ୍ତର ମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି ।