ଆଜି ପୁଣି ଭାରତ ଓ ଚୀନ୍ ବରିଷ୍ଠ ସାମରିକ ଅଧିକାରୀ ସ୍ତରୀୟ ଆଲୋଚନା

ସେୟାର

ନୂଆଦିଲ୍ଲୀ: ଲଦାଖରେ ଆଜି ଭାରତ ଓ ଚୀନ୍ ବରିଷ୍ଠ ସାମରିକ ଅଧିକାରୀମାନେ ବାସ୍ତବ ନିୟନ୍ତ୍ରଣ ରେଖାର ଚୁଶୁଲର ବିପରୀତରେ ଥିବା ମୋଲଦୋରେ ଆଲୋଚନା କରିବେ ।  ଜୁନ୍ ୧୫ ତାରିଖ ରାତିରେ ଚୀନ୍ ସେନାବାହିନୀ ଓ ଭାରତୀୟ ସେନାବାହିନୀଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତ ପଟରୁ ଜଣେ କମାଣ୍ଡର୍‌ଙ୍କ ସମେତେ ୧୪ କର୍ପସ୍‌ର ୨୦ ଜଣ ଯବାନ ସହିଦ ହୋଇଥିଲେ। ଗଲ୍‌ୱାନ୍ ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ଭାରତ ଓ ଚୀନ୍ ପକ୍ଷରୁ ହଜାରରୁ ଊର୍ଦ୍ଧ୍ବ ଲେଖାଏଁ ଯବାନ ପହରା ଦେଉଛନ୍ତି।

Leave A Reply

Your email address will not be published.

10 + 19 =