ସେନାରେ ଯୋଗଦେଇପାରିବେ ସାଧାରଣ ନାଗରିକ

ନୂଆଦିଲ୍ଲୀ- ବେସାମରିକ ନାଗରିକଙ୍କ ପାଇଁ ଭାରତୀୟ ସେନା ପକ୍ଷରୁ ବଡ ନିଷ୍ପତି । ବିଭିନ୍ନ ପେସାଦାର ବୃତିରେ ନିୟୋଜିତ କର୍ମଚାରୀ ଓ ଦକ୍ଷତା ରଖିଥିବା ବ୍ୟକ୍ତମାନେ ୩ ବର୍ଷ ଯାଏଁ ସେନାରେ କର୍ଯ୍ୟ କରିପାରିବେ । ନାଗରିକ ମାନଙ୍କୁ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଟ ଲାଇନ ଫର୍ମେସନ ର୍ୟାଙ୍କରେ ଅବସ୍ଥାପିତ କରାଯିବ । ଏ ନେଇ ସେନା ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଛି ।

Leave A Reply

Your email address will not be published.

seventeen − 10 =