ନୂଆଦିଲ୍ଲୀ- ହାଇଡ୍ରୋକ୍ସି କ୍ଳୋରକୁଇନ ମେଡିସନ ଉପରେ କଟକଣା ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମ୍ୟାଲେରିଆ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ମେଡିସନ ବର୍ତମାନ କରୋନା ମହାମାରୀ ପାଇଁ ବ୍ୟବହାର କରାଯାଉଥିବା ବେଳେ ଏହାର ଯଥେଷ୍ଟ କୁ ପ୍ରଭାବ ରହିଥିବାରୁ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଏହା ଉପରେ ରୋକ ଲଗାଇଛି । ଏହି ମେଡିସିନ ବ୍ୟବହାର ଦ୍ୱରା ରୋଗୀଙ୍କ ହ୍ୱାର୍ଟ ସମସ୍ୟା ଦେଖା ଯାଉଛି ।ତେଣୁ ଏହି ମେଡିସନର ପରୀକ୍ଷା ଉପରେ ବାରଣ କରାଯାଇଛି ।