ଜେ -୭ ସମ୍ମିଳନୀରେ ମୋଦିଙ୍କ ଯୋଗଦାନ

ନୂଆଦିଲ୍ଲୀ- ଜେ-୭ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦୀଙ୍କୁ ଟେଲିଫୋନ୍ ଯୋଗେ ନିମନ୍ତ୍ରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏଥିସହ ଚୀନ-ଭାରତ ସୀମା ବିବାଦ ଏବଂ ଉଭୟ ଦେଶରେ କରୋନା ସ୍ଥିତି ନେଇ ଉଭୟ ଦେଶରେ କରୋନା ସ୍ଥିତି ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏତଦ ବ୍ୟତିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂସ୍କାର ନେଇ ମଧ୍ୟ ଆଲୋଜନା ହୋଇଥିଲା । ଆମେରିକାରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତୁ୍ୟକୁ ନେଇ ତ୍ରୀବ ଉତେଜନା ଦେଖା ଦେଇଛି । ଏ ସଂକ୍ରାତରେ ମଧ୍ୟ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

nineteen − eight =