ସୁଧ ହାର କମାଇଲା ଏସବିଆଇ

ନୂଆଦିଲ୍ଲୀ- ସଂଚୟ ଜମା ଉପରେ ସୁଧ ହାର କମାଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫ ବେସିସ ପଏଂଟ ହ୍ରାସ କରି ଏହାକୁ ୨.୭୦ ପ୍ରତିଶତ ରଖିଛିି । ଗତ ମେ ୩୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ କରାଯାଇଛି । ଏହାକୁ ମିଶାଇ ଚଳିତ ବର୍ଷ ୨ ମାସରେ ୨ ଥର ସେଭିଂସ ଡିପୋଜିଟ ଉପରେ ସୁଧ ହାର ହ୍ରାସ କଣିଛି ଏସବିଆଇ । ଗତ ଏପ୍ରିଲରେ ମଧ୍ୟ ସେଭିଂସ ଡିପୋଜିଟ ଉପରେ ସୁଧହାର ହ୍ରାସ କରାଯାଇଥିଲା ।

Leave A Reply

Your email address will not be published.

4 + three =