ନାଗରତିକା ସଂଶୋଧନ ଆଇନିକୁ ନେଇ ହିଂସାତ୍ମକ ପରିସ୍ଥିତ

ନାଗରତିକା ସଂଶୋଧନ ଆଇନିକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଆଜି ଏହି ସମସ୍ୟାର ବାଟଫିଟାଇଛନ୍ତି କେନ୍ଦ୍ରସରକାର । ଏନେଇ ବଞ୍ଜପ୍ତି ମଧ୍ୟ ପ୍ରକାଶ କରିଛନ୍ତି । ବହୁ ଘାତ ପ୍ରତିଘାତ ଭିତରେ ୧୦ ଜାନୁଆରୀ ୨୦୨୦ରେ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁହୋଇଛି । ଏହା ଫଳରେ ପାକିସ୍ତାନ,ବାଲାଂଦେଶ, ଆଫଗାନିସ୍ତାନରୁ ନିର୍ଯାସିତ ହୋଇ ଆସିଥିବା ହିନ୍ଦୁ, ଜୈନ,ବୈଦ୍ଧ, ଶିଖ୍, ଖ୍ରୀଷ୍ଟିୟାନ ଏବଂ ଫାର୍ସୀ ଶରଣାର୍ଥୀ ଭାରତରେ ରହିପାରିବେ । ଏମାନଙ୍କୁ କୈଣସି ଥିରେ ପ୍ରତିବଦ୍ଧକ କରାଯିବ ନାହିଁ । ତେବେ ଆସାମ ସମେତ ଉତରା ପୂର୍ବାଚଂଳରେ କେତେକ ଅଂଚଳରେ ବିଶେଷ କାରଣ ଯୋଗୁଁ ଏହି ଆଇନ ଲାଗୁ ହେବ ନାହିଁ । ଏଥିପାଇଁ କେନ୍ଦ୍ର ସରକାର କେତକ ବିକଳ୍ପ ପନ୍ଥା ଆପଣେଇଛନ୍ତି । କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ସିଏଏ ଦ୍ୱାରା କୈଣସି ଜଣେ ବି ଭାରତୀୟ ପ୍ରଭାବିତ ହେବେ ନାହିଁ ।

Leave A Reply

Your email address will not be published.

seven + twelve =