ଚନ୍ଦ୍ର ଅଭିଯାନ ପ୍ରସ୍ତୁତି ଚଳାଇଛନ୍ତି ଭାରତ-ଜାପାନ

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମିଳିତ ଭାବେ ଆରମ୍ଭ କରିଛନ୍ତି ଚନ୍ଦ୍ର ଅଭିଯାନ ପ୍ରସ୍ତୁତି ।  ଏହି ଅଭିଯାନରେ ଲ୍ୟାଣ୍ଡର ଏବଂ ରୋଭରକୁ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ।, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଲ୍ୟାଣ୍ଡର ନିର୍ମାଣର ନେତୃତ୍ଵ ନେବ। ଜାପାନର ମହାକାଶ ସଂସ୍ଥା ଜାପାନା ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସୀ(ଜାକ୍‌ସା) ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଏହି ଅଭିଯାନକୁ ୨୦୨୩ ପରେ ଲଞ୍ଚ୍‌ କରାଯିବ।

Leave A Reply

Your email address will not be published.

six + eighteen =