ଚୀନକୁ ମୁକାବିଲା କରିବା ପାଇଁ ୯୦୦ ଲଢ଼ୁଆ ବିମାନ ପ୍ରସ୍ତୁତ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ସକ୍ରିୟ ରହିଥିବା ୧୭୨୦ଟି ବିମାନ ମଧ୍ୟରୁ ୯୦୦ଟି ଲଢୁଆ ଯୁଦ୍ଧ ବିମାନ ଶତ୍ରୁପକ୍ଷଙ୍କୁ ଦମନ କରାଯିବା ପାଇଁ ବ୍ୟବହାର ହେଉଛି। ଭାରତୀୟ ବାୟୁସେନାକୁ ବିଶ୍ୱର ଚତୁର୍ଥ ବୃହତ୍ତମ ବାୟୁସେନା ଭାବେ ବିବେଚନା କରାଯାଏ। ଯୁଦ୍ଧ ବିମାନ ବିଷୟରେ କହିବାକୁ ଗଲେ, ଭାରତୀୟ ବାୟୁସେନାରେ ସୁଖୋଇ SU-30 MKI, ତେଜସ୍, ମିରାଜ୍ ୨୦୦୦, ମିଗ୍ -୨୯, ମିଗ୍ -୨୧ ଏବଂ ଜାଗୁଆର୍ ଭଳି ୭ଟି ଯୁଦ୍ଧ ବିମାନ ରହିଛି; ଯାହା ଯେକୌଣସି ଦେଶର ସୀମାକୁ ଯାଇ ଧ୍ବଂସଲୀଳା ରଚାଇ ପାରିବାର କ୍ଷମତା ରଖିଛି।

Leave A Reply

Your email address will not be published.

2 + 20 =