ନୂଆ କରୋନା ଔେଷଧ ଭିରାଫିନ୍‌କୁ ଅନୁମତି ଦେଲା ଭାରତ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଦିନକୁ ଦିନ ସାରା ଦେଶର ଲୋକମାନଙ୍କ ଚିନ୍ତା ମଢ଼ାଇବାରେ ଲାଗିଛି । ଏଥିରେ ଆାକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ  ହେଉଛି । ଏପରି ସ୍ଥଳେ କୋଭିଡ୍‌ ରୋଗୀଙ୍କ ଚକିତ୍ସା ପାଇଁ ଆାବଶ୍ୟକୀୟ ଔେଷଧ ମହଜୁଧ ରଖିବା ଏକ ଚ୍ୟାଲେଞ୍ଜ ପାଲଟିଛି । ଏଥି ମଧ୍ୟରେ ଶୁକ୍ରବାର ଭାରତରେ କୋଭିଡ୍‌ର ଜରୁରୀକାଳାରିନ ମୁକାବିଲା ପାଇଁ ଅନ୍ୟ ଏକ ଔେଷଧକୁ ଅନୁମତିତ ମିଳିଛି । ଡ୍ରଗ୍ସ କଣ୍ଟ୍ରୋଲ୍‌ର ଅଫ୍‌ ଇଣ୍ଡିଆ(ଡିଜିସିଆଇ) ପକ୍ଷରୁ ଜାଏଡସ୍‌ କାଡିଲାର କରୋନା ଔେଷଧ ଭିରାଫିନ୍‌କୁ ବ୍ୟମହାର ପାଇଁ ଅନୁମତୀ ମିଳିଛି । ତେବେ ଏହି ଔେଷଧ ମଧ୍ୟମ ଧରଣର କରୋନା ଲକ୍ଷଣ ଥିବା ଲୋକମାନଙ୍କୁ ଦିଆଯାଇ ପାରିବ ।  କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ଆକ୍ରାନ୍ତଙ୍କୁ ଏହି ଔେଷଧ ଦିଆଯାଇପାରିବ ବୋଲି ଡିଜିସିଆଇ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

7 − three =