ଲଦାଖରେ ଭୂ-କମ୍ପର ଝଟକା

ନୂଆଦିଲ୍ଲୀ- ଲଦାଖରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତ୍ରୀବତ୍ରା ୪.୫ ଥିବା ଜଣାପଡିଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ୧୧୯ କିଲୋମିଟର କାରଗିଲର ଉତର- ପଶ୍ଚିମରେ ଥିଲା ବୋଲି ଜଣାପଡିଛି । ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଲଦାଖରେ ସପ୍ତାହକ ମଧ୍ୟରେ ଦୁଇ ଥର ଭୂ-କମ୍ପ ଅନୁଭୁତ ହୋଇଛି ।

Leave A Reply

Your email address will not be published.

2 − 1 =