ମନ୍ତ୍ରୀ ମହମ୍ମଦ ଅଲ୍ଲୀଙ୍କୁ କରୋନା

ହାଇଦ୍ରାବାଦ : ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ଅଲ୍ଲୀ କରୋନା ସଂକ୍ରମିତ ହୋଛନ୍ତି । ରବିବାର ସେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ସୁଚନା ମିଳିଛି । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଜୁନ୍ ୨୫ରେ ହରିଠା ହରମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିଠାରେ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏହା ପୂର୍ବରୁ ଟିଆରଏସର ତିନି ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ ।

Leave A Reply

Your email address will not be published.

13 + thirteen =