ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୬୫୭କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୯୮୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାରେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨୩୬୬୫୭ରେ ପଂହଚିଛିି । ଏଯାବତ୍ ୧୧୪୦୭୨ ସୁସ୍ଥ ହୋଇଥିବା ବେଳେ ୧୧୫୯୪୨ ସକ୍ରିୟ ମାମଲା ରହିଛି । ସେହିପରି ୬୬୪୨ ଜଣଙ୍କ ମୃତୁ୍ୟ ହୋଇଛି ।

Leave A Reply

Your email address will not be published.

one × 1 =