କୃଷକଙ୍କ ପାଇଁ ଖୁସି ଖବର

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶଶୀକାନ୍ତ ଦାସ କହିଛନ୍ତି ଯେ ଚଳିତ ବଷ ର୍ ମୈାସୁମୀ ବର୍ଷା ସ୍ୱାଭାବିକ ରହିବ । ତେଣୁ ଖାଦ୍ୟ ଶସ୍ୟ ଉପôାଦନ ଭଲ ହେବ । ଫଳରେ କୃଷକଙ୍କ ଆୟ ବଢିବ । ସେହିପରି ବ୍ୟବସାୟ କାରବାର ବୃଦ୍ଧି ଦିଗରେ ଏହା ସହାୟକ ହେବ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସମସ୍ତ ଜଳାଶୟରେ ୫୦% ଅଧିକ ପାଣି ରହିଛି । ତେଣୁ ମୃତିକାର ଆଦ୍ରତା ଭଲ ଥିବା ଦୃଷ୍ଟିରୁ ଫସଲ ଅମଳ ଆଶାଜନକ ହେବ ।

Leave A Reply

Your email address will not be published.

one × 2 =