ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ଦେଶ By Nyayabati Live Last updated May 11, 2020 67 0 ନୂଆଦିଲ୍ଲୀ- ସିକମ୍ ଓ ଲଦାଖରେ ଭାରତ- ଚୀନ ସେନାଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟେକାପଥର ମାଡ ହୋଇଥିବା ସୂଚନା ମିଳିଛି । ଉଭୟ ପକ୍ଷର୧୫୦ ସୈନକ ମାରପିଟରେ ସଂପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ଭାରତର ୪ ଜଣ ଓ ଚୀନର ୭ ଜଣ ସୈନିକ ଆହତ ହୋଇଛନ୍ତି । 0 67 Share