ନୂଆଦିଲ୍ଲୀ- ବିଜେପି ନେତାମାନେ ସୋଶିଆଲ ମିଡିଆରେ ଘୃଣା ଓ ଉତେଜନା ମୂଳକ ବୟାନ ଦେଇ ସମସ୍ତ ନିୟମକୁ ଉଲ୍ଲଘଂନ କରିଥିବାରୁ ତାଙ୍କ ବିରୋଧରେ ଫେସବୁକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହଙ୍କ ଉପରେ ଫେସବୁକ୍ ବ୍ୟାନ ଲଗାଇଛି । ଫେସବୁକ ବ୍ୟାନ ଲଗାଇବା ପରେ ସେ ଦେଇଥିବା ଘୃଣ୍ୟ ଓ ଆପତିଜନକ ମନ୍ତବ୍ୟ ଡିଲିଟ ହୋଇଯାଇଛି ।