ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ ଦେଶ By Nyayabati Live Last updated May 18, 2020 43 0 ନୂଆଦିଲ୍ଲୀ- ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଏସିପି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । ତେଣୁ ରାଷ୍ଟ୍ରପତି ଭବନରେ ନିଯୁକ୍ତ ଅନ୍ୟ ପୁଲିସ କର୍ମଚାରୀ ଓ ଷ୍ଟାଫଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । 0 43 Share